ମା’ ହେଲେ IAS ଟିନା ଡାବି: ଜୟପୁର ମେଡିକାଲରେ ପୁତ୍ର ସନ୍ତାନକୁ ଦେଲେ ଜନ୍ମ
ମୁମ୍ଵାଇ : ଆଇଏଏସ୍ ଅଧିକାରୀ ଟିନା ଡାବିଙ୍କ ଘରକୁ ଆସିଛି ଏକ ଖୁସି ଖବର । ସେ ମା ହୋଇଛନ୍ତି । ଟିନା ଜୟପୁରର ଏକ ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏଥିସହିତ ବହୁ ସଂଖ୍ୟକ ଶୁଭେଚ୍ଛୁ ଟିନା ଡାବି ଏବଂ…