ମାଉଥ୍ ୱାଶ୍ ରୁ ପାଟି କର୍କଟ ହେବାର ରହିଛି ଆଶଙ୍କା, ଉଭୟ ମଧ୍ୟରେ ଥିବା ଲିଙ୍କ ବିଷୟରେ କହିଲେ ବିଶେଷଜ୍ଞ
ଯେଉଁମାନେ ପ୍ରତିଦିନ ମାଉଥ୍ ୱାଶ୍ ବ୍ୟବହାର କରନ୍ତି ସେମାନଙ୍କ ପାଇଁ ଏକ ଖରାପ ଖବର ରହିଛି । ସମ୍ପ୍ରତି ଏକ ରିସର୍ଚ୍ଚ ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଇଛି ଯେ ମାଉଥ୍ ୱାଶର ଅତ୍ୟଧିକ ବ୍ୟବହାର ଆପଣଙ୍କୁ ପାଟି…