ଆଧାର ଅପଡେଟ୍ ଉପରେ UIDAI ଆଲର୍ଟ, ଇମେଲ୍-ହ୍ୱାଟ୍ସଆପରେ ସେୟାର କରନ୍ତୁ ନାହିଁ ଡକ୍ୟୁମେଣ୍ଟ୍
କ’ଣ ଆପଣଙ୍କୁ ଆଧାର କାର୍ଡ ଅପଡେଟ୍ କରିବାକୁ ଇମେଲ୍ କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ଡକ୍ୟୁମେଣ୍ଟ୍ ପଠାଇବାକୁ ମେସେଜ୍ ଆସୁଛି କି? ଏହିପରି ମେସେଜଗୁଡ଼ିକ ପ୍ରତି ସାବଧାନ ରୁହନ୍ତୁ, କାରଣ ଏହା ଆପଣଙ୍କୁ ଧୋକା ଦେବାର ଏକ…