ବ୍ରେଷ୍ଟ କ୍ୟାନସର ଆଶଙ୍କାକୁ ଦ୍ୱିଗୁଣିତ କରିଥାଏ ହେୟାର ଡାଇ ଓ ଷ୍ଟ୍ରେଟନର: ଆଜିଠୁ ହୁଅ ସାବଧାନ
ଆଜିକାଲି ଅଧିକାଂଶ ଲୋକ କ୍ୟାନସରରେ ପୀଡିତ ହେଉଛନ୍ତି । ମହିଳାମାନେ ବି ବ୍ରେଷ୍ଟ କ୍ୟାନସର ଶିକାର ହେଉଛନ୍ତି । ଯେଉଁ ମହିଳାମାନେ ସ୍ଥାୟୀ ରୂପେ ଚୁଟି କଳାକରିବା ଅଥବା ଷ୍ଟ୍ରେଟନିଂ କରିବା ଲାଗି ହେୟାର ଡାଇ, ରସାୟନର…