fbpx

ପ୍ରଦୀପ ପାଣିଗ୍ରାହୀ ଙ୍କୁ ଝଟକା ,ଖାରଜ ହେଲା ଜାମିନ ଆବେଦନ

ଭୁବନେଶ୍ୱର,୭ ।୧୨ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଶକ୍ତ ଝଟକା ଲାଗିଛି ,ଏବଂ ତାଙ୍କ  ଜାମିନ ଆବେଦନ ଖାରଜ ହୋଇଛି । ସୋମବାର ଶୁଣାଣି ଶେଷ କରି ଏଡିଜେ-୩ କୋର୍ଟ ବିଧାୟକଙ୍କ ଜାମିନ ଖାରଜ କରିଛନ୍ତି।  ଏହା ପୂର୍ବରୁ ଏସଡିଜେଏମ କୋର୍ଟ ମଧ୍ୟ ବିଧାୟକଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ଏବେ ଝାରପଡା ଜେଲ୍‌ରେ ଅଛନ୍ତି ବିଧାୟକ ପ୍ରଦୀପ ପ୍ରାଣିଗ୍ରାହୀ।

Get real time updates directly on you device, subscribe now.