fbpx

ଚୋରି ହୋଇନି ନାଗାର୍ଜୁନ ବେଶ ସାମଗ୍ରୀ

ପୁରୀ ,୭ ।୧୨:: ନାଗାର୍ଜୁନ ବେଶ ସାମଗ୍ରୀ ଚୋରି ଅଭିଯୋଗ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲା ଶ୍ରୀମନ୍ଦିର ପ୍ରଶାସନ । ନାଗାର୍ଜୁନ ବେଶ ର ସବୁ ସାମଗ୍ରୀ ସୁରକ୍ଷିତ ଅଛି ବୋଲି କହିଛି ମନ୍ଦିର ପ୍ରଶାସନ ।ଯେଉଁ ଚନ୍ଦ୍ରସୂର୍ଯ୍ୟକୁ ନେଇ ଚର୍ଚ୍ଚା କିମ୍ବା ଅଭିଯୋଗ ହେଉଛି ତାହା ମହାପ୍ରଭୁଙ୍କୁ ଲାଗି ହୋଇଥିବା ବେଶ ସାମଗ୍ରୀର ଅଂଶ ବିଶେଷ ନୁହେଁ । ଲାଗି ହୋଇଥିବା ସମସ୍ତ ବେଶ ସାମଗ୍ରୀ ନୀଳାଦ୍ରୀ ବିହାର ସଂଗ୍ରହାଳୟରେ ସୁରକ୍ଷିତ ଅଛି ।

Get real time updates directly on you device, subscribe now.