fbpx

ବଡ ଖବର : ଏଥର ହେବନି ୟୁଜି, ପିଜି ପରୀକ୍ଷା

ଭୁବନେଶ୍ୱର,୭ ।୧୨: ମହାମାରୀ କରୋନା ହେତୁ ହେବନି ୟୁଜି, ପିଜି ପରୀକ୍ଷା । କରୋନା ମହାମାରୀ ହେତୁ ଏବେ ଅନଲାଇନ ପାଠପଢା ଚାଲିଛିି ହେଲେ ସବୁ ପିଲା ସୁବିଧା ପାଇନାହାନ୍ତି । ଅନଲାଇନ ପାଠପଢାକୁ ଆଧାର କରି ଏବେ ପରୀକ୍ଷା କରିହେବନି ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁଳପତିଙ୍କୁ ଚିଠି ଲେଖାଯାଇଛି । କ୍ଲାସରୁମରୁ ପାଠପଢା ଆରମ୍ଭ ହେଲେ, ପାଠ୍ୟକ୍ରମ ସରିଲେ ପରୀକ୍ଷା ନେଇ ବିଚାର କରାଯିବ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖାଯାଇଛି ।

Get real time updates directly on you device, subscribe now.