fbpx

ଜାନୁଆରୀ ୨କୁ ଘୁଞ୍ଚିଲା ଓସିଏସ-୨୦୧୯ ମେନ ପରୀକ୍ଷା

ଭୁବନେଶ୍ୱର,୭ ।୧୨: ଜାନୁଆରୀ ୨କୁ ଘୁଞ୍ଚିଲା ଓସିଏସ-୨୦୧୯ ମେନ ପରୀକ୍ଷା । ଆସନ୍ତାକାଲି ହେବାକୁ ଥିବା ପରୀକ୍ଷା ଜାନୁଆରୀକୁ ଘୁଞ୍ଚାଯାଇଛି ।  ଆସନ୍ତା କାଲି କୃଷି ଆଇନକୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଘୁଞ୍ଚିଲା ପରୀକ୍ଷା ।

Get real time updates directly on you device, subscribe now.