fbpx

ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ଗୁଡ଼ିକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ, ୭ା୧୨: ଆସନ୍ତା କାଲି କୃଷି ଆଇନକୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ କୃଷି ସଙ୍ଗଠନ ତରଫରୁ ଏହି ଡାକରା ଦିଆଯାଇଛି ।  ଏହା  କୁ ଦୃଷ୍ଟି ରେ ରଖି କେନ୍ଦ୍ର ସରକାର ରାଜ୍ୟ ମାନଙ୍କୁ  ପରାମର୍ଶ ଦେଇଛନ୍ତି  ।ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହ ୩ଟି ଦିଗ ଉପରେ ଗୁରୁତ୍ୱ ଦେବାକୁ କେନ୍ଦ୍ରର ନିର୍ଦ୍ଦେଶ ।

ଭାରତ ବନ୍ଦରେ କୋଭିଡ୍ ନିୟମ କଡ଼ାକଡ଼ି ଲାଗୁ ହେବ।  ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବେ ସବୁରାଜ୍ୟ  । ଯେକୌଣସି ସ୍ଥିତିରେ ବି ଶାନ୍ତି ବଜାୟ ରଖିବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ।

Get real time updates directly on you device, subscribe now.