fbpx
BSKY
BJD MC SKY
BJD MS SKY

ଡୋନାଲ୍ଡ ଟ୍ରମ୍ପଙ୍କୁ ବେଲ୍: ଆତ୍ମସମର୍ପଣ ପରେ ଜାମିନରେ ଆସିଲେ ପୂର୍ବତନ ରାଷ୍ଟ୍ରପତି

ନ୍ରୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପଙ୍କୁ ମିଳିଛି ଆଶ୍ୱସ୍ତି । ଆଇନ ନିକଟରେ ଆତ୍ମସମର୍ପଣ ପରେ ବେଲରେ ଆସିଛନ୍ତି ଡୋନାଲ୍ଡ ଟ୍ରମ୍ପ । ନିର୍ବାଚନ ସମୟରେ ହେରଫେର କରିବା ମାମଲାରେ ତାଙ୍କ ନାମରେ ଏକ ସଙ୍ଗୀନ ଅଭିଯୋଗ ହୋଇଥିଲା । ଏହାସହିତ ଜର୍ଜିଆ ନିର୍ବାଚନ ଫଳାଫଳକୁ ମଧ୍ୟ ପ୍ରଭାବିତ କରିବା ନେଇ ଅଭିଯୋଗରେ ଫସିଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି । ଯାହାକୁ ନେଇ ସେ ଏବେ ଆଟଲାଣ୍ଟର ଫ୍ଲଟୋନ କାଉଣ୍ଟି ଜେଲରେ ଆତ୍ମସମର୍ପଣ କରିଛନ୍ତି । ତେବେ ଆତ୍ମସମର୍ପଣ ପରେ ଏବେ ତାଙ୍କ ଜାମିନ ଆବେଦନକୁ ମଞ୍ଜୁରୀ ମିଳିଛି ।

Get real time updates directly on you device, subscribe now.