fbpx
BJD
BJD SKY
BJD SKY

ଷ୍ଟ୍ରଙ୍ଗ ରୁମ୍ ବାହାରେ ପଡ଼ିଛି ବାଲାଟ୍ ପେପର, ଦେଖନ୍ତୁ Video

BJD

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଶେଷ ହୋଇଛି । ଏହାରି ମଧ୍ୟରେ କେନ୍ଦ୍ରାପଡ଼ା କଲେଜର ଷ୍ଟ୍ରଙ୍ଗ୍ ରୁମ୍ ବାହାରେ ବାଲାଟ ପେପର ପଡ଼ିଥିବାର ଦେଖିବାକୁ ମିଳିଛି । ବିକ୍ଷିପ୍ତ ଭାବେ ବାଲାଟ ପେପର ପଡ଼ିଥିବାର ଦେଖି ସେଠାରେ ଉତ୍ତେଜନା ଆରମ୍ଭ ହୋଇଥିଲା । ପଡ଼ିଥିବା ବାଲାଟ ପେପରଗୁଡ଼ିକ ଅସଲି କି ନକଲି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଘଟଣାକୁ ଦୃଷ୍ଟିରେ ଆସିବା ପରେ ଷ୍ଟ୍ରଙ୍ଗ୍ ରୁମରେ ପହଞ୍ଚିଛି ପ୍ରଶାସନ । ଘଟଣାସ୍ଥଳରେ ଉପଜିଲ୍ଲାପାଳ, ବିଡିଓ ଓ ଥାନା ଆଇଆଇସି ପହଞ୍ଚି ଛାନଭିନ୍ କରୁଛନ୍ତି ।

Get real time updates directly on you device, subscribe now.