ନିଲମ୍ବିତ ହେଲେ ବରଗଡ ସିଏସଓ

News across the Earth, news close to your heart, Read Odisha Bhaskar English

ବରଗଡ,୨୨ ।୧୧(ଓଡିଶା ଭାସ୍କର): ବରଗଡ ଜିଲ୍ଲା ଯୋଗାଣ ଅଧିକାରୀ ବା ସିଏସଓଙ୍କୁ ନିଲମ୍ବନ କରାଯାଇଛି । କାର୍ଯ୍ୟରେ ଅବହେଳା କରିବା ଯୋଗୁଁ ସିଏସଓଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ଅଧିକାରୀ ଜଣକ ହେଉଛନ୍ତି ଶ୍ରୀକର ମାଝୀ ।

ତେବେ ଧାନ ବିକ୍ରି ନେଇ ସମସ୍ୟା ଭିତରେ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.