fbpx

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡ଼ନଭିସ

ମହାରାଷ୍ଟ୍ର,୨୩ା୧୧: ସମସ୍ତ କଳ୍ପନାଜଳ୍ପନାର ଅନ୍ତଘଟାଇ ଶେଷରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଦେବେନ୍ଦ୍ର ଫଡ଼ନଭିସ । ସେ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ।ତାଙ୍କୁ ପଦ ଓ ଗୋପନୀୟତାର ସହ ଶପଥପାଠ କରାଇଛନ୍ତି ରାଜ୍ୟପାଳ । ଏହାସହ ଶିବସେନାକୁ ବଡ଼ ଝଟକା ଲାଗିଛି । ଏବେ ମହାରାଷ୍ଟ୍ରରେ ସରକାର ଗଢ଼ିବେ ବିଜେପି-ଏନସିପି । ସେହିଭଳି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏନସିପି ନେତା ଅଜିତ ପାୱାର ।

Get real time updates directly on you device, subscribe now.