fbpx

ଗିରଫ ହେଲେ ବାରିପଦା ବିଧାୟକ ପ୍ରକାଶ ସୋରେନ୍

ବାରିପଦା, ୪ ।୯(ଓଡିଶା ଭାସ୍କର): ମୟୂରଭଞ୍ଜର ବାରିପଦା ବିଧାୟକ ପ୍ରକାଶ ସୋରେନ୍ ଆଜି ଗିରଫ ହୋଇଛନ୍ତି । ମୟୂରଭଞ୍ଜ ଆଇଟିଡି ସହକାରୀ ଯନ୍ତ୍ରୀଙ୍କୁ ମାଡ ମାରିବା ଘଟଣାରେ ବିଧାୟକଙ୍କୁ ଗିରଫ କରାଯାଇଛି । ବିଧାୟକଙ୍କ ୨ ସହଯୋଗୀଙ୍କୁ ଟାଉନ୍ ଥାନା ପୋଲିସ ଅଟକ ରଖିଛି । ତେବେ ଆହତ ସହକାରୀ ଯନ୍ତ୍ରୀ ଗଣପତି ଜେନା ପିଆରଏମ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Get real time updates directly on you device, subscribe now.