fbpx

ନିଲମ୍ବିତ ହେଲେ ବଲାଙ୍ଗିର ଉପଜିଲ୍ଲାପାଳ

ବଲାଙ୍ଗିର,୪ ।୯(ଓଡିଶା ଭାସ୍କର): ମହଙ୍ଗା ପଡିଲା ମହିଳା କର୍ମଚାରୀଙ୍କ ଅସଦାଚରଣ ଅଭିଯୋଗ । ଅଭିଯୋଗ ଭିତ୍ତିରେ ନିଲମ୍ବିତ ହୋଇଛନ୍ତି ବଲାଙ୍ଗିର ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର । ନିଲମ୍ବନ ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅରିନ୍ଦମ ଡାକୁଆ । ତେବେ ଉପଜିଲ୍ଲାପାଳଙ୍କ ବିରୋଧରେ ଜଣେ ମହିଳା କିରାଣି ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.