fbpx

କୋର୍ଟରେ ନ୍ୟାୟ ମାଗିଲେ ବର୍ଷା ପ୍ରିୟଦର୍ଶନୀ

କଟକ,୫ ।୯(ଓଡିଶା ଭାସ୍କର): ଅନୁଭବ ମହାନ୍ତିଙ୍କ ବିରୋଧରେ କୋର୍ଟରେ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଅଭିଯୋଗରେ ପତ୍ନୀ ବର୍ଷା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅନୁଭବ ମହାନ୍ତି କହିଛନ୍ତତି ଯେ, ‘ମୁଁ କୌଣସି ଲିଗାଲ ନୋଟିସ୍ ପାଇନାହିଁ ।’

ତେବେ ଏସଡିଜେଏମ କୋର୍ଟରେ ବର୍ଷା ଅଭିଯୋଗ କରିଛନ୍ତି । ନିଜ ଦାମ୍ପତ୍ୟ ଜୀବନ ସୁରକ୍ଷିତ ପାଇଁ କୋର୍ଟକୁ ପ୍ରାର୍ଥନା କରିବା ସହ ଭରଣପୋଷଣ ମାମଲା ରୁଜୁ କରିଛନ୍ତି ବର୍ଷା ପ୍ରିୟଦର୍ଶନୀ ।

Get real time updates directly on you device, subscribe now.