fbpx

ଭୁବନେଶ୍ୱରରେ କାଲି କଣ ଖୋଲା ରହିବ ,କଣ ରହିବ ବନ୍ଦ

ଭୁବନେଶ୍ୱର:୧୯ । ୪(ଓଡିଶା ଭାସ୍କର):କାଲିଠୁ କୋହଳ ହେବ ଲକ୍ ଡାଉନ । କେନ୍ଦ୍ର ସରକାର ଏନେଇ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । କିନ୍ତ୍ୁ ଆପଣ ଯଦି ଭୁବନେଶ୍ୱର ବାସୀ ତା ହେଲେ ଜାଣି ନିଅନ୍ତୁ କାଲିଠୁ କଣ ଖୋଲିବ କଣ ରହିବ ବନ୍ଦ । ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ ପରବର୍ତ୍ତି ନିଷ୍ପତ୍ତି ପର୍ଯ୍ୟନ୍ତ ଜାରୀ ରହିବ ଲକ ଡାଉନ ।

କଣ ଖୋଲା

ସାର,ମେଡିସିନ,ପଶୁ ଖାଦ୍ୟ,କୃଷି ସରଂଜାମ ଦୋକନ ଖୋଲା ରହିବ

କଣ ବନ୍ଦ
ସିମେଣ୍ଟ ,ରଂଗ ,ଲୁହା ଦୋକାନ,ରିପେୟାର ଦୋକାନ ବନ୍ଦ ରହିବ

କେଉଁଥିରେ ରିହାତି
୧୦୦ ନମ୍ବରକୁ ଫୋନ କରି ଫ୍ରିଜ.ଏସି ମରାମତି ହୋଇପାରିବ

ସରକାରୀ କର୍ମଚାରୀଙ୍କ ପାଇଁ ସୂଚନା
ସରକାରୀ କର୍ମଚାରୀ ନିଜ ପରିଚୟ ପତ୍ର ବା ଅଫିସ ଲେଟର ହେଡରେ ଲେଖା ଦେଖାଇ ଯାଇପାରିବେ ।ସେମାନଙ୍କ ପାଇଁ ଗାଡି ପାସର ଆବଶ୍ୟକତା ନାହିଁ ।

ଆଇଟି କମ୍ପାନୀ କର୍ମଚାରୀ
୨୫% କର୍ମଚାରୀ ଅଫିସ ଅନୁମତି ପତ୍ର ସହ ପରିଚୟ ପତ୍ର ଦେଖାଇ ଯାଇପାରିବେ ।

Get real time updates directly on you device, subscribe now.