ପୁରୀ,୧୯/୪(ଓଡିଶା ଭାସ୍କର): ଯାଜପୁର ବଡ଼ଚଣା ଥାନା ଅଧିକାରୀ ଦୀପକ ଜେନାଙ୍କ ସପରିବାର ସିଂହଦ୍ବାର ଥାନାରେ ଅଟକ ରହିଛନ୍ତି । ଦକ୍ଷିଣ ଦ୍ବାର ଦେଇ ପରିବାର ସହ ମନ୍ଦିରକୁ ଧସେଇ ହୋଇ ପଶିଥିଲେ ଥାନାବାବୁ । ହାବିଲଦାରଙ୍କ ଏତଲା କ୍ରମେ ସିଂହଦ୍ଵାର ଥାନାରେ ମାମଲା ରୁଜୁ କରାଯାଇଛି। କରୋନା ସତର୍କତା ନେଇ ଲାଗୁ କରାଯାଇଥିବା ଲକଡ଼ାଉନ ନିୟମ ନମାନି ସେମାନେ ମନ୍ଦିର ଭିତରକୁ ପଶିଥିଲେ।
Get real time updates directly on you device, subscribe now.
Next Post