fbpx

ଭୁଶୁଡ଼ିଲା ଭୁବନେଶ୍ୱର ବିମାନବନ୍ଦର ଛାତ

ଭୁବନେଶ୍ୱର, ୨୫ା୧(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଘଟଣ ଘଟିଛି । ବିମାନବନ୍ଦର ପରିସରରେ ନିର୍ମାଣଧୀନ ଲିଙ୍କ୍ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି । ଟର୍ମିନାଲ-୧ ଓ ଟର୍ମିନାଲ-୨ ମଧ୍ୟରେ ଥିବା ଲିଙ୍କ୍ ବିଲ୍ଡିଂ ନିର୍ମାଣଧୀନ ଥିଲା । ସେହି ଭୁଶୁଡ଼ି ପଡ଼ିଥିବା କୋଠା ଭିତରେ କିଛି ଲୋକ ଫସିରହିଥିବା ଆଶଙ୍କା ରହିଛି । ଏହାସହ ଅନେତ ଆହତ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.