fbpx

ତୁର୍କୀରେ ଭୂକମ୍ପ ଝଟକା, ୧୮ମୃତ

ତୁର୍କୀ, ୨୫ା୧: ପୂର୍ବ ତୁର୍କୀରେ ତୀବ୍ର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ଯୋଗୁଁ ଦୋହଲିଗଲା ଲାଜିକ୍ ପ୍ରୋଭିନ୍ସ । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ତୀବ୍ରତା ଥିବା ରେକର୍ଡ଼ କରାଯାଇଛି । ଭୂମିକମ୍ପରେ ୧୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.