fbpx

k-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଆନ୍ଧ୍ର,୨୪ ।୧: ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ k-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ପାଣି ଭିତରୁ ଛଡାଯାଇଥିବା k-୪ର ଲକ୍ଷ୍ୟଭେଦର କ୍ଷମତା ୩୫୦୦ କିମି ରହିଛି । ତେବେ ଗତ ୬ ଦିନରେ ପାଣି ଭିତରୁ ଏହା ଦ୍ୱିତୀୟ କ୍ଷେପଣାସ୍ତ୍ର ପରୀକ୍ଷା ।

ଏହା ପୂର୍ବରୁ ଗତ ୨୦ ତାରିଖ ଦିନ ଆନ୍ଧ୍ର ପ୍ରଦେଶ ତଟରେ ୩୫୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରଖୁଥିବା ପରମାଣୁ ଅସ୍ତ୍ରବାହକ କେ-୪ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଥିଲା ଭାରତ। ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ଭାରତର ପରମାଣୁ ଆକ୍ରମଣ କ୍ଷମତା ଆହୁରି ଶାଣିତ ଓ ଶକ୍ତିଶାଳୀ ହୋଇଥିଲା । ଏହାଦ୍ଵାରା ସମଗ୍ର ଏସିଆରେ ଭାରତକୁ ଏକ ନୂଆ ଶକ୍ତିର ପରିଚୟ ମିଳିଛି ।

Get real time updates directly on you device, subscribe now.