fbpx

ଭୁବନେଶ୍ୱର କିସରେ ଖୋଲିବ ରଗବୀ ହାଇପର ଫର୍ମାନ୍ସ ସେଣ୍ଟର

ଭୁବନେଶ୍ୱର, ୨୩ା୧୨(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର କିସରେ ରଗବୀ ହାଇପରଫର୍ମାନ୍ସ ସେଣ୍ଟର ଖୋଲିବ । କିଟ୍, କିସ୍ ଓ ରଗବୀ ଫୁଟବଲ ସଙ୍ଘ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ତାଙ୍କ ଉପସ୍ଥିତିରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ଟିମର ସହ ପ୍ରାୟୋଜକ କିଟ୍-କିସ୍ ରହିବ ।

Get real time updates directly on you device, subscribe now.