fbpx

ରାଜଧାନୀରେ ଗଣଦୁଷ୍କର୍ମ ମାମଲା, ତଦନ୍ତ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

କଟକ, ୩୦/୯(ଓଡିଶା ଭାସ୍କର): ହାଇକୋର୍ଟରେ ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲାକୁ ନେଇ  ତଦନ୍ତର ଅଗ୍ରଗତି ରିପୋର୍ଟ ଦାଖଲ କଲେ DCP । ପୋଲିସର ନିଷ୍କ୍ରିୟତା ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। DCP ପାହ୍ୟାର ଅଧିକାରୀ ୭ ଦିନରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି । ଆସନ୍ତା ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଆବେଦନକାରୀ ଓକିଲ ଗୌତମ ସିଦ୍ଦିକ ଏନେଇ ସୂଚନା  ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ଘଟଣାର ୧୨୦ ଦିନ ପରେ ଥାନାରେ  ମାମଲା ରୁଜୁ ହୋଇଥିଲା।

Get real time updates directly on you device, subscribe now.