fbpx

(ଦେଖନ୍ତୁ ଭିଡିଓ)ଅତ୍ୟଧିକ ଗରମ ପାଣି ପିଉଥିଲେ ହୋଇଯାଆନ୍ତୁ ସାବଧାନ, ଶରୀରରେ ହେବ ଏହିସବୁ ସମସ୍ୟା

ଓଡ଼ିଶା ଭାସ୍କର ବ୍ୟୁରୋ: କଣ ଆପଣ ଦିନସାରା ଗରମ ପାଣି ପିଉଛନ୍ତି କି? ଯଦି ପିଉଛନ୍ତି ତାହେଲେ ଏବେ ଠାରୁ ହୋଇଯାଆନ୍ତୁ । ଅଧିକାଂଶ ଲୋକ ନିଜର ଓଜନ ହ୍ରାସ କରିବା ପାଇଁ ଓ ମେଟାବୋଲିଜିମ୍ କୁ ନିୟନ୍ତ୍ରଣ ପାଇଁ ପର୍ଯ୍ୟାନ୍ତ ପରିମାଣର ଗରମ ପାଈି ପିଅନ୍ତି । ତେବେ ଗରମ ପାଣି ପିଇବାର ସଠିକ୍ ଉପାୟ ଓ ସମୟ ଜାଣିବା ନିହାତି ଆବଶ୍ୟକ । ଆପଣ ପ୍ରତିଦିନ ୭ରୁ ୮ ଗ୍ଲାସ୍ ପାଣି ପିଅନ୍ତୁ । କିନ୍ତୁ ଗରମ ପାଣିକୁ ଅତ୍ୟଧିକ ସେବନ ନ କରି ଆଂଶିକ ଭାବରେ ପାନ କରନ୍ତୁ । କାରଣ ଅତ୍ୟଧିକ ଗରମ ପାଣି ଶରୀରର ଆଭ୍ୟନ୍ତରୀଣ ପ୍ରଶାଳୀକୁ କ୍ଷତି ପହଞ୍ଚାଇଥାଏ । ତେଣୁ ହାଲୁକା ଉଷୁମ ପାଣି ପିଇବା ଆବଶ୍ୟକ । ଆଭ୍ୟନ୍ତରୀଣ ଅଙ୍ଗର ଟିସୁ ଖୁବ୍ ସମ୍ବେଦନଶୀଳ । ତେଣୁ ଲଗାତର ଗରମ ପାଣି ପିଇବା ଦ୍ୱାରା ଆଭ୍ୟନ୍ତରୀଣ ଅଙ୍ଗରେ ଫୁଲା ସୃଷ୍ଟି ହୋଇପାରେ । ଅଧିକ ଜାଣିବ ପାଇଁ ଭିଡିଓଟିକୁ ପୂରା ଦେଖନ୍ତୁ ।

Get real time updates directly on you device, subscribe now.