fbpx

ଗଞ୍ଜାମରେ ପର୍ଯ୍ୟଟକଙ୍କ ପାଇଁ ବେଳାଭୂମି ମନା

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ମକର ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି କଟକଣା ଜାରି କଲେ ଗଞ୍ଜାମ ଜିଲ୍ଲାପାଳ । ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ପାଇଁ ବେଳାଭୂମି ବାରଣ କରାଯାଇଛି । କୋଭିଡ୍ ସଂକ୍ରମଣ ବଢିଚାଲିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟାରେ ରୋକ୍ ଲଗାଇବା ପାଇଁ ଏହି କଟକଣା ଲାଗୁ ହୋଇଛି । ଗୋପାଳପୁର, ସୋନପୁର ସମେତ ଜିଲ୍ଲାର ଅନ୍ୟ ସବୁ ବେଳାଭୁମିକୁ ପର୍ଯ୍ୟଟକଙ୍କ ପାଇଁ ସମ୍ପୂର୍ଣ୍ଣ ବାରଣ ହୋଇଛି ।

Get real time updates directly on you device, subscribe now.