fbpx
BSKY
BJD MC SKY
BJD YOUTH SKY

ଶ୍ରୀମନ୍ଦିର ଭିତରେ ମାରପିଟ୍; ନୀଳଚକ୍ର ବାନା ବିକ୍ରିକୁ ନେଇ ମୁହାଁମୁହିଁ ହେଲେ ସେବାୟତ

ପୁରୀ: ଶ୍ରୀମନ୍ଦିର ଭିତରେ ମାରପିଟ୍, ଦୁଇ ସେବାୟତଙ୍କ ଭିତରେ ହାତାହାତି ସ୍ଥିତି ଉପୁଜିଛି । ନୀଳଚକ୍ର ବାନା ବିକ୍ରିକୁ ନେଇ ସେବାୟତ ମୁହାଁମୁହିଁ ହୋଇଥିବା ଖବର ରହିଛି । ଚୂନେରା ସେବାୟତ ଓ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ଏପରି ପରିସ୍ଥିତି ହେଇଥିବା ଦେଖିବାକୁ ମିଳିଛି ।

ମହାପ୍ରଭୁଙ୍କ ସେବକ ହୋଇ ଏପରି କାର୍ଯ୍ୟ କରିବାକୁ ନେଇ ଅନେକ ବୁଦ୍ଧିଜୀବି ନିନ୍ଦା କରିଛନ୍ତି । ସେପଟେ ମାରପିଟ୍ ରେ ଚୁନରା ସେବାୟତଙ୍କ ଚେନ୍ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସିଂହଦ୍ୱାର ଥାନାରେ ଉଭୟ ସେବାୟତଙ୍କ ପକ୍ଷରୁ ଏତଲା ଦିଆଯାଇଛି ।

Get real time updates directly on you device, subscribe now.