fbpx
BJD SKY
BJD SKY

ନିଜେ ନିଜକୁ ବିବାହ କଲେ ମହିଳା! ଏମିତି କଲେ କିସ

BJD

ଆଧୁନିକ ଯୁଗରେ ଆମକୁ ଅନେକ ଅଜବ ଘଟଣା ଦେଖିବାକୁ ମିଳିଛି। ଏମିତି ଏକ ଘଟଣା ଘଟିଛି ୟୁଏସ୍‌ ରେ । ମେଗ ନାମକ ମହିଳା ଜଣକ ନିଜେ ନିଜକୁ ହିଁ ବିବାହ କରିଛନ୍ତି। କେହି କେବେ ପୂର୍ବରୁ ଏଭଳି କଥା ଭାବିନଥିବେ। କିନ୍ତୁ ମହିଳା ଜଣକ ତାହା କରି ଦେଖାଇଛନ୍ତି। କେବଳ ଏତିକି ନୁହେଁ, ମହିଳା ନିଜର ଏହି ବିବାହରେ ୧୦୦୦ ୟୁରୋ(୧.୦୨ ଲକ୍ଷ ଟଙ୍କା) ବି ଖର୍ଚ୍ଚ କରିଛନ୍ତି।
ବିବାହ କରି ସାରିବା ପରେ କେକ କାଟିଥିଲେ । ବିବାହ ପାଇଁ ସେ ନିଜ ସାମ୍ନାରେ ଏକ ଆଇନା ରଖିଥିଲେ। ଏଥିରେ ନିଜକୁ ଦେଖିଥିଲେ ଓ ମୁଦି ପିନ୍ଧାଇଥିଲେ। ପରେ ନିଜକୁ କିସ୍‌ କରିଥିଲେ।

Get real time updates directly on you device, subscribe now.