ପିଇବା ବ୍ୟତୀତ ଆଲକହଲରେ ରହିଛି ଆହୁରି ଅନେକ ଉପକାରିତା, ଆସନ୍ତୁ ଜାଣିବା ସେ ବିଷୟରେ

0
COVID-19 Updates
  • World 97,310,103
    World
    Confirmed: 97,310,103
    Active: 25,374,983
    Recovered: 69,851,783
    Death: 2,083,337
  • USA 24,998,975
    USA
    Confirmed: 24,998,975
    Active: 9,614,365
    Recovered: 14,968,716
    Death: 415,894
  • India 10,611,719
    India
    Confirmed: 10,611,719
    Active: 193,107
    Recovered: 10,265,706
    Death: 152,906
  • Brazil 8,639,868
    Brazil
    Confirmed: 8,639,868
    Active: 862,353
    Recovered: 7,564,622
    Death: 212,893
  • Russia 3,633,952
    Russia
    Confirmed: 3,633,952
    Active: 539,416
    Recovered: 3,027,316
    Death: 67,220
  • UK 3,505,754
    UK
    Confirmed: 3,505,754
    Active: 1,840,945
    Recovered: 1,571,519
    Death: 93,290
  • Italy 2,414,166
    Italy
    Confirmed: 2,414,166
    Active: 523,553
    Recovered: 1,806,932
    Death: 83,681
  • Turkey 2,406,216
    Turkey
    Confirmed: 2,406,216
    Active: 97,810
    Recovered: 2,283,919
    Death: 24,487
  • Germany 2,090,161
    Germany
    Confirmed: 2,090,161
    Active: 298,065
    Recovered: 1,741,800
    Death: 50,296
  • Pakistan 527,146
    Pakistan
    Confirmed: 527,146
    Active: 35,293
    Recovered: 480,696
    Death: 11,157
  • China 88,701
    China
    Confirmed: 88,701
    Active: 1,598
    Recovered: 82,468
    Death: 4,635

ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି କୁହାଯାଏ, ତଥାପି ଅଧିକାଂଶ ଲୋକ ଏହାକୁ ନିୟମିତ ପାନ କରିଥାନ୍ତି । ଆପଣମାନେ କ’ଣ ଜାଣନ୍ତି କି ମଦକୁ ପିଇବା ବ୍ୟତୀତ ଆହୁରି ଅନେକ ଭଲ କାର୍ଯ୍ୟରେ ଉପଯୋଗ କରାଯାଇପାରେ । ଆସନ୍ତୁ ଜାଣିବା ଆଲକହଲର ଆଉ କିଛି ଉପକାରିତା ବିଷୟରେ:-

ମଦ ଆମ ଶରୀରର ବହୁ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ । ମଦକୁ ଆପଣ ହାଣ୍ଡ ସାନିଟାଇଜର ଭାବେ ବ୍ୟବହାର କରିକରିପାରିବେ । ଏହାକୁ ବ୍ୟବହାର କରିବା ପାଇଁ ପାଣିର ଆବଶ୍ୟକତା ପଡ଼ି ନଥାଏ । ମାତ୍ର ୩୦ ସେକେଣ୍ଡ ପର୍ଯ୍ୟନ୍ତ ଆଲକହଲକୁ ଘଷିବା ଦ୍ୱାରା ହାତର ସମସ୍ତ ବ୍ୟାକ୍ଟେରିଆ ମରିଯାଇଥାନ୍ତି ।

ଆମ ଶରୀରର ହେଉଥିବା ଘା’କୁ ଆଲକହଲ ଠିକ କରିଦେଇଥାଏ, କାରଣ ଆଲକହଲ ଏକ ଭଲ ଆଣ୍ଟିସେପ୍ଟିକ ପରି କାର୍ଯ୍ୟ କରିଥାଏ । ଏହା ଜର୍ମମାନଙ୍କୁ ବହୁତ ଶୀଘ୍ର ବିନାଶ କରିଦେଇଥାଏ । ଘା ଉପରେ ଆଲକହଲ ଲଗାଇ ବ୍ୟାଣ୍ଡେଜ କରିବା ଦ୍ୱାରା ଘା ଶୀଘ୍ର ଶୁଖିଯାଇଥାଏ ।

କୌଣସି ପୁରୁଣା ଦାଗକୁ ଦୂର କରିବା ପାଇଁ ଆଲକହଲକୁ ବ୍ୟବହାର କରାଯାଇଥାଏ । ସେଥିପାଇଁ ଟଏଲେଟ ସିଟକୁ ସଫା କରିବା ପାଇଁ ଆଲକହଲକୁ ବ୍ୟବହାର କରାଯାଇଥାଏ । ଇଞ୍ଜେକସନ ଦେବା ପୂର୍ବରୁ ଆଲକହଲ ଲଗାଇଲେ ଜୀବାଣୁ ମରିଯାଇଥାନ୍ତି, ଫଳରେ କୌଣସି ସଂକ୍ରମଣର ଆଶଙ୍କା ରହିନଥାଏ ।

ଜୋତାର ଦୁର୍ଗନ୍ଧକୁ ଦୂର କରିବା ପାଇଁ ଆଲକହଲକୁ ବ୍ୟବହାର କରାଯାଇଥାଏ । ସ୍କ୍ରିନ ସମସ୍ୟା ଥିଲେ ଆଲକହଲରେ ନିୟମିତ ମୁହଁ ଧୋଇବା ଅଭ୍ୟାସ କରନ୍ତୁ । ଏଥିସହିତ ଏହା ଗଣ୍ଠି ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା, ଶୁଷ୍କ ଚର୍ମ ଆଦି ସମସ୍ୟାକୁ ଦୂର କରିଥାଏ ।

Get real time updates directly on you device, subscribe now.

Leave A Reply

Your email address will not be published.