-
World 97,310,103
WorldConfirmed: 97,310,103Active: 25,374,983Recovered: 69,851,783Death: 2,083,337 -
USA 24,998,975
USAConfirmed: 24,998,975Active: 9,614,365Recovered: 14,968,716Death: 415,894 -
India 10,611,719
IndiaConfirmed: 10,611,719Active: 193,107Recovered: 10,265,706Death: 152,906 -
Brazil 8,639,868
BrazilConfirmed: 8,639,868Active: 862,353Recovered: 7,564,622Death: 212,893 -
Russia 3,633,952
RussiaConfirmed: 3,633,952Active: 539,416Recovered: 3,027,316Death: 67,220 -
UK 3,505,754
UKConfirmed: 3,505,754Active: 1,840,945Recovered: 1,571,519Death: 93,290 -
Italy 2,414,166
ItalyConfirmed: 2,414,166Active: 523,553Recovered: 1,806,932Death: 83,681 -
Turkey 2,406,216
TurkeyConfirmed: 2,406,216Active: 97,810Recovered: 2,283,919Death: 24,487 -
Germany 2,090,161
GermanyConfirmed: 2,090,161Active: 298,065Recovered: 1,741,800Death: 50,296 -
Pakistan 527,146
PakistanConfirmed: 527,146Active: 35,293Recovered: 480,696Death: 11,157 -
China 88,701
ChinaConfirmed: 88,701Active: 1,598Recovered: 82,468Death: 4,635
ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି କୁହାଯାଏ, ତଥାପି ଅଧିକାଂଶ ଲୋକ ଏହାକୁ ନିୟମିତ ପାନ କରିଥାନ୍ତି । ଆପଣମାନେ କ’ଣ ଜାଣନ୍ତି କି ମଦକୁ ପିଇବା ବ୍ୟତୀତ ଆହୁରି ଅନେକ ଭଲ କାର୍ଯ୍ୟରେ ଉପଯୋଗ କରାଯାଇପାରେ । ଆସନ୍ତୁ ଜାଣିବା ଆଲକହଲର ଆଉ କିଛି ଉପକାରିତା ବିଷୟରେ:-
ମଦ ଆମ ଶରୀରର ବହୁ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ । ମଦକୁ ଆପଣ ହାଣ୍ଡ ସାନିଟାଇଜର ଭାବେ ବ୍ୟବହାର କରିକରିପାରିବେ । ଏହାକୁ ବ୍ୟବହାର କରିବା ପାଇଁ ପାଣିର ଆବଶ୍ୟକତା ପଡ଼ି ନଥାଏ । ମାତ୍ର ୩୦ ସେକେଣ୍ଡ ପର୍ଯ୍ୟନ୍ତ ଆଲକହଲକୁ ଘଷିବା ଦ୍ୱାରା ହାତର ସମସ୍ତ ବ୍ୟାକ୍ଟେରିଆ ମରିଯାଇଥାନ୍ତି ।
ଆମ ଶରୀରର ହେଉଥିବା ଘା’କୁ ଆଲକହଲ ଠିକ କରିଦେଇଥାଏ, କାରଣ ଆଲକହଲ ଏକ ଭଲ ଆଣ୍ଟିସେପ୍ଟିକ ପରି କାର୍ଯ୍ୟ କରିଥାଏ । ଏହା ଜର୍ମମାନଙ୍କୁ ବହୁତ ଶୀଘ୍ର ବିନାଶ କରିଦେଇଥାଏ । ଘା ଉପରେ ଆଲକହଲ ଲଗାଇ ବ୍ୟାଣ୍ଡେଜ କରିବା ଦ୍ୱାରା ଘା ଶୀଘ୍ର ଶୁଖିଯାଇଥାଏ ।
କୌଣସି ପୁରୁଣା ଦାଗକୁ ଦୂର କରିବା ପାଇଁ ଆଲକହଲକୁ ବ୍ୟବହାର କରାଯାଇଥାଏ । ସେଥିପାଇଁ ଟଏଲେଟ ସିଟକୁ ସଫା କରିବା ପାଇଁ ଆଲକହଲକୁ ବ୍ୟବହାର କରାଯାଇଥାଏ । ଇଞ୍ଜେକସନ ଦେବା ପୂର୍ବରୁ ଆଲକହଲ ଲଗାଇଲେ ଜୀବାଣୁ ମରିଯାଇଥାନ୍ତି, ଫଳରେ କୌଣସି ସଂକ୍ରମଣର ଆଶଙ୍କା ରହିନଥାଏ ।
ଜୋତାର ଦୁର୍ଗନ୍ଧକୁ ଦୂର କରିବା ପାଇଁ ଆଲକହଲକୁ ବ୍ୟବହାର କରାଯାଇଥାଏ । ସ୍କ୍ରିନ ସମସ୍ୟା ଥିଲେ ଆଲକହଲରେ ନିୟମିତ ମୁହଁ ଧୋଇବା ଅଭ୍ୟାସ କରନ୍ତୁ । ଏଥିସହିତ ଏହା ଗଣ୍ଠି ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା, ଶୁଷ୍କ ଚର୍ମ ଆଦି ସମସ୍ୟାକୁ ଦୂର କରିଥାଏ ।