-
World 113,689,666
WorldConfirmed: 113,689,666Active: 21,921,022Recovered: 89,246,741Death: 2,521,903 -
USA 29,056,463
USAConfirmed: 29,056,463Active: 9,098,433Recovered: 19,437,119Death: 520,911 -
India 11,068,521
IndiaConfirmed: 11,068,521Active: 157,134Recovered: 10,754,497Death: 156,890 -
Brazil 10,393,886
BrazilConfirmed: 10,393,886Active: 818,529Recovered: 9,323,696Death: 251,661 -
Russia 4,223,186
RussiaConfirmed: 4,223,186Active: 354,496Recovered: 3,783,386Death: 85,304 -
UK 4,154,562
UKConfirmed: 4,154,562Active: 1,305,026Recovered: 2,727,466Death: 122,070 -
Italy 2,868,435
ItalyConfirmed: 2,868,435Active: 396,143Recovered: 2,375,318Death: 96,974 -
Turkey 2,674,766
TurkeyConfirmed: 2,674,766Active: 99,905Recovered: 2,546,503Death: 28,358 -
Germany 2,429,789
GermanyConfirmed: 2,429,789Active: 123,933Recovered: 2,235,700Death: 70,156 -
Pakistan 577,482
PakistanConfirmed: 577,482Active: 22,285Recovered: 542,393Death: 12,804 -
China 89,877
ChinaConfirmed: 89,877Active: 244Recovered: 84,997Death: 4,636
ଡାଳଚିନିକୁ ସ୍ୱାଦ ବୃଦ୍ଧି ପାଇଁ ମସଲା ରୂପରେ ରୋଷେଇରେ ବ୍ୟବହାର କରାଯାଏ । ଡାଳଚିନି ରକ୍ତକୁ ପରିଷ୍କାର ରଖିବା ସହ ଓଜନ ହ୍ରାସ କରିଥାଏ । ଥକ୍କାପଣ, ମୁଣ୍ଡବିନ୍ଧା ଠାରୁ ଆରମ୍ଭ କରି ବହୁ ରୋଗ ପାଇଁ ଡାଳଚିନିକୁ ବ୍ୟବହାର କରାଯାଏ । ଆସନ୍ତୁ ଜାଣିବା ଡାଳଚିନିର ଉପକାରିତା ବିଷୟରେ ।
– ଶରୀରରେ ପାଚନ ତନ୍ତ୍ରକୁ ଠିକ ରଖିବା ସହ ବିଭିନ୍ନ ରୋଗକୁ ଦୂରେଇବାରେ ଡାଳଚିନି ସାହାଯ୍ୟ କରିଥାଏ । ଏକ ଚାମ ମହୁ ସହିତ ଡାଳଚିନି ମିଶାଇ ଖାଇବା ଦ୍ୱାରା ଏସିଡିଟି, ପେଟ ଯନ୍ତ୍ରଣା ଲାଘବ ହୋଇଥାଏ ।
– ଓଜନ ବୃଦ୍ଧି ଆଜିର ବ୍ୟସ୍ତବହୁଳ ସମୟରେ ଏକ ମୁଖ୍ୟ ସମସ୍ୟା । ଡାଳଚିନି ଓଜନ ହ୍ରାସ କରିବାରେ ସହାୟତା କରିଥାଏ । ମୁଖ ଦୁର୍ଗନ୍ଧ ଦୂର କରିବା ସହ ଚର୍ମ ସମସ୍ୟାକୁ ଦୂର କରିବାରେ ଡାଳଚିନିକୁ ଉପଯୋଗ କରାଯାଏ ।
– ଡାଳଚିନି ପାଉଡର ଓ ମହୁକୁ ରୁଟି ସହ ମିଶାଇ ଖାଇବା ଦ୍ୱାରା ଧମନୀମାନଙ୍କରେ କୋଲେଷ୍ଟରଲ ଜମା ହୁଏ ନାହିଁ । ଏହାଫଳରେ ଶରୀରରେ ହୃଦ ସମ୍ବନ୍ଧୀୟ ରୋଗର ସମ୍ଭାବନା ହ୍ରାସ ପାଇଥାଏ ।