-
World 113,689,666
WorldConfirmed: 113,689,666Active: 21,921,022Recovered: 89,246,741Death: 2,521,903 -
USA 29,056,463
USAConfirmed: 29,056,463Active: 9,098,433Recovered: 19,437,119Death: 520,911 -
India 11,068,521
IndiaConfirmed: 11,068,521Active: 157,134Recovered: 10,754,497Death: 156,890 -
Brazil 10,393,886
BrazilConfirmed: 10,393,886Active: 818,529Recovered: 9,323,696Death: 251,661 -
Russia 4,223,186
RussiaConfirmed: 4,223,186Active: 354,496Recovered: 3,783,386Death: 85,304 -
UK 4,154,562
UKConfirmed: 4,154,562Active: 1,305,026Recovered: 2,727,466Death: 122,070 -
Italy 2,868,435
ItalyConfirmed: 2,868,435Active: 396,143Recovered: 2,375,318Death: 96,974 -
Turkey 2,674,766
TurkeyConfirmed: 2,674,766Active: 99,905Recovered: 2,546,503Death: 28,358 -
Germany 2,429,789
GermanyConfirmed: 2,429,789Active: 123,933Recovered: 2,235,700Death: 70,156 -
Pakistan 577,482
PakistanConfirmed: 577,482Active: 22,285Recovered: 542,393Death: 12,804 -
China 89,877
ChinaConfirmed: 89,877Active: 244Recovered: 84,997Death: 4,636
ମେଷ : ଆଜି ଆପଣ କୌଣସି ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚିନ୍ତି ନେବେ । ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚିନ୍ତି ନିଅନ୍ତୁ ।
ବୃଷ : କୌଣସି ସାମାଜିକ କାର୍ଯ୍ୟରେ ସହଯୋଗ ପାଇଁ ଆପଣଙ୍କ ମନ କହିବ । ମନର କଥା ଶୁଣନ୍ତୁ ଏବଂ କୌଣସି ସମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ । ଏହି ଭଲ କାମ ପାଇଁ ସେମାନଙ୍କୁ ଏବଂ ଆପଣଙ୍କୁ ବହୁତ ଖୁସି ଲାଗିବ ।
ମିଥୁନ : ପରିଶେଷରେ ଆଜି ଆପଣଙ୍କ ବିଚାରରେ ସ୍ପଷ୍ଟତା ଆସିବ ଏବଂ କିଛି ଗମ୍ଭୀର ସମସ୍ୟା ବିଷୟରେ ଆପଣ ସ୍ପଷ୍ଟରୂପେ ଚିନ୍ତା କରିପାରିବେ । ସମସ୍ୟାର ସମାଧାନ ପରିଷ୍କାର ଦେଖାଯିବ ।
କର୍କଟ : ଆଜି ଆପଣ ସାମାଜିକ ଗତିବିଧିଗୁଡ଼ିକ ପ୍ରତି ଆକର୍ଷିତ ରହିବେ, ବନ୍ଧୁମାନଙ୍କ ଯଥେଷ୍ଟ ପିଇବା ପାଇଁ କେଉଁଠି ବାହାରକୁ ଯିବାକୁ ହେବ ବା ରାତ୍ରିଭୋଜନ ଖାଇବାର ହେବ । ଏହା ଆପଣଙ୍କ ମଜ୍ଜା କରିବାର ସମୟ ଅଟେ ।
ସିଂହ : ଆଜି ଆପଣ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବେ । ଏମିତି କରିଲେ ଆପଣ ସେ ଶାନ୍ତିକୁ ବଜାୟ ରଖିବେ ଯାହାର ଆନନ୍ଦ ଏବେ ପର୍ଯ୍ୟନ୍ତ ନେଉଥିଲେ । ଆପଣଙ୍କୁ ଯେଉଁ କଥା ଆଜି ବଡ଼ ଲାଗୁଛି ସେହିକଥା କାଲି ଛୋଟ ଲାଗିବ ।
କନ୍ୟା : ଆଜି ପାଇଁ ଆପଣଙ୍କର ମୂଳମନ୍ତ୍ର ଅଟେ ବିଶ୍ୱାସ, ଆପଣଙ୍କୁ ଏହା ଜାଣିବା ଉଚିତ୍ ଯେ ନିଜର ହିଁ ପ୍ରିୟଜନ ଯେକି ଆପଣଙ୍କୁ ଭଲ ପାଆନ୍ତି, ତଥାପି ବିଶ୍ୱାସ କରିବାରେ କୁଣ୍ଠିତ ଅନୁଭବ କରୁଛନ୍ତି କାହିଁକି ?
ତୁଳା : ଜୀବନ ପ୍ରତି ଆଜି ଆପଣଙ୍କ ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ରୂପେ ବଦଳିଯାଇପାରେ । ଆଜି ଆପଣ ବ୍ୟାବହାରିକ ଏବଂ ତର୍କସଙ୍ଗତ ତଥ୍ୟ ପ୍ରତି ନିଜର ଆତ୍ମଜ୍ଞାନ ଅନୁଭବ କରିବେ ।
ବିଛା : ଆପଣଙ୍କ ଦୃଢ଼ତା ଏବଂ ଧୈର୍ଯ୍ୟ ଆପଣଙ୍କ ପାଖରେ ଥିବା ଲୋକ ଉପରେ ସକାରାତ୍ମକ ପ୍ରଭାବ ପକାଇବ ଏବଂ ଆପଣଙ୍କର ସବୁ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ ।
ଧନୁ : ଆପଣଙ୍କ ସଂପ୍ରେଷଣ କଳା ଏବଂ ଦୃଢ଼ ନିଶ୍ଚୟ ଯୋଗୁଁ ଆପଣ ବହୁ ସମସ୍ୟାକୁ ସମାଧାନ କରିବେ । ଯେତେବେଳେ ଆପଣ ସଫଳତା ପାଇବେ, ସେତେବେଳେ ଏଗୁଡ଼ିକର ଆପଣଙ୍କ ଜୀବନରେ କେତେ ମହତ୍ତ୍ୱ ବୁଝିପାରିବେ ।
ମକର : ଆଜି ଆପଣଙ୍କୁ ନିଜର କେହି ଆଶ୍ଚର୍ଯ୍ୟ କରିବ । ବିଷୟଟି ଆପଣଙ୍କ ସମ୍ପର୍କରେ ହୋଇପାରିଥାଏ ନ ହୋଇ ମଧ୍ୟ ପାରିଥାଏ । କିନ୍ତୁ ସବୁ ପରିସ୍ଥିତିରେ ଆପଣଙ୍କୁ ଶାନ୍ତ ରହିବାକୁ ପଡିବ ଏବଂ ନିଜ ଲୋକଙ୍କୁ ସାହାଯ୍ୟ ପାଇଁ ଚେଷ୍ଟା କରିବା ଉଚିତ ହେବ ।
କୁମ୍ଭ : ଏହି ସମୟ ପରିବାର ଲୋକଙ୍କ ସହିତ କୌଣସି ଉତ୍ସବକୁ ଯିବାର ସମୟ ଅଟେ । କେମିତି ଓ କେବେ ଯିବେ ଏହା ଅଧିକ ଭାବିବା ଦରକାର ନାହିଁ । ଏହି ସମୟର ସଦୁପଯୋଗ କରି ଆପଣ ବହୁତ ଆନନ୍ଦ ପାଇ ପାରନ୍ତି ।
ମୀନ : ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୁର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ ।