fbpx
BJD SKY
BJD SKY

ବ୍ରହ୍ମପୁର: ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ, ଘଟଣାସ୍ଥଳରେ ପୋଲିସର ଛାନ୍‌ଭିନ୍‌

BJD

ବ୍ରହ୍ମପୁର: ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଆକ୍ରମଣ ସହ ଘରେ ଥିବା ଯୁବକଙ୍କ ବାଇକ୍‌ ଜାଳିଦେଲେ ଦୁର୍ବୃତ୍ତ । ଗୋଳନ୍ଥରା ଥାନା ରାଳବ ଗାଁରେ ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଆକ୍ରମଣ ହୋଇଥିବା ସୂଚନା ।

ସଂଘବଦ୍ଧ ଆକ୍ରମଣରେ ଯୁବକ ଜଣକ ଗୁରୁତର । ଗୁରୁତର ଅବସ୍ଥାରେ ଏମ୍‌କେସିଜିରେ ଭର୍ତ୍ତି ହୋିଛନ୍ତି । ୫ରୁ ୬ଜଣ ଯୁବକ ଆକ୍ରମଣ କରିଥିବା ସୂଚନା । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ।

Get real time updates directly on you device, subscribe now.