fbpx

ଆସନ୍ତା ୧୫ରେ ଖୋଲିବ ବ୍ରହ୍ମପୁର ଏମକେସିଜି ମେଡିକାଲର ଜେନେରାଲ ଓପିଡି

ବ୍ରହ୍ମପୁର, ୧୩/୮(ଓଡିଶା ଭାସ୍କର): ଆସନ୍ତା ୧୫ରେ ବ୍ରହ୍ମପୁର ଏମକେସିଜି ମେଡିକାଲର ଜେନେରାଲ ଓପିଡି ଖୋଲିବ ବୋଲି ସୂଚନା ମିଳିଛି। କିନ୍ତୁ ସାମାଜିକ ଦୂରତା ରଖିବା ଓ ମାସ୍କ ପିନ୍ଧିବାକୁ ସମସ୍ତଙ୍କୁ ଅନୁରୋଧ କରଯାଇଛି। ଉଲ୍ଲେଖ ଯୋଗ୍ୟ ଯେ ପ୍ରବାସୀ ଫେରିବା ପରେ ସଂକ୍ରମଣ ବଢ଼ିବା ଆଶଙ୍କା କରି ଓପିଡିକୁ ବନ୍ଦ କରି ଦେଇଥିଲା ଜିଲ୍ଲା ପ୍ରଶାସନ ।

 

Get real time updates directly on you device, subscribe now.