fbpx

(ଦେଖନ୍ତୁ ଭିଡିଓ) ଫେରିବାଲାଙ୍କୁ ସାବଧାନ; ଘରକୁ ଘର ବୁଲି ପ୍ରଥମେ ରଖୁଛନ୍ତି ନଜର, ଆଉ ତାପରେ ବୁଲାଉଛନ୍ତି କଳାକନା

ବାଲେଶ୍ୱର(ଓଡ଼ିଶା ଭାସ୍କର) : କଣ ଆପଣ ମାନଙ୍କ ଘର ପାଖକୁ ବି ଆସୁଛନ୍ତି କି ଫେରିବାଲା ? ଯଦି ଆସୁଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ । ଗାଁ ହେଉକି ସହର ସବୁଠାରେ ଏବେ ଲୁଟ୍ ର ତାଣ୍ଡବ ରଚୁଛନ୍ତି ଫେରିବାଲା ବେଶଧାରୀ ଏହି ଲୁଟେରା ମାନେ । ପ୍ରଥମେ ଗାଁ ଗାଁକୁ ବୁଲି ଘର ସବୁ ଉପରେ ନଜର ପକାଉଛନ୍ତି । ଆଉ ସୁଯୋଗର ଫାଇଦା ଉଠାଇ ଘରେ କଳାକନା ବୁଲାଉଛନ୍ତି । ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଓଉପଦା ଠାରେ । ଫେରିବାଲା ବେଶଧାରୀ ଲୁଟେରାଙ୍କର ଗ୍ୟାଙ୍ଗ ପୋଲିସ୍ ହାତରେ ଧରାପଡ଼ିଛନ୍ତି । ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ ।

Get real time updates directly on you device, subscribe now.