fbpx
BSKY
BJD MC SKY
BJD YOUTH SKY

ଭଦ୍ରକ; ବିଦ୍ୟୁତ୍‌ ଖୁଣ୍ଟକୁ ପିଟି ବ୍ରିଜରୁ ତଳକୁ ଖସିଲା କଦଳୀ ବୋଝେଇ ଟ୍ରକ୍‌, ୨ ଗୁରୁତର

ଭଦ୍ରକ: (ଓଡ଼ିଶା ଭାସ୍କର) ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ଅଘଟଣ । ବିଦ୍ୟୁତ୍‌ ଖୁଣ୍ଟକୁ ପିଟି ବ୍ରିଜରୁ ତଳକୁ ଖସିଲା କଦଳୀ ବୋଝେଇ ଟ୍ରକ୍‌ । ୧୬ନଂ ଏନଏଚ୍‌ ଗେଲପୁର ଛକ ନିକଟ ବ୍ରିଜରୁ ତକଳୁ ଖସିଲା ଟ୍ରକ୍‌ ।

ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ସହ ହେଲପର ଗୁରୁତର ହୋଇଥିବା ସୂଚନା । କଦଳୀ ବୋଝେଇ କରି କଟକରୁ ବାଲେଶ୍ବର ଯାଉଥିଲା ଏହି ଟ୍ରକ୍‌ ।

Get real time updates directly on you device, subscribe now.