fbpx

୧୬ରେ ଶପଥ ନେବେ ଭଗୱନ୍ତ ମାନ୍

ହରିୟାଣା: ମାର୍ଚ୍ଚ ୧୬ ତାରିଖରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭଗୱନ୍ତ ନେବେ । ଭଗତ ସିଂହଙ୍କ ପୈତୃକ ଗାଁ ଖଟକରକଲନ୍ ରେ ନେବେ ଶପଥ । ପରେ ୧୬ ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେବେ । ଆପ୍ ୧୧୭ ସଦସ୍ୟ ବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନରେ ୯୨ ସିଟ୍ ରେ ଜିତ୍ ହାସଲ କରିଛନ୍ତି ଭଗୱନ୍ତ ।

Get real time updates directly on you device, subscribe now.