fbpx
BSKY
BJD MC SKY
BJD YOUTH SKY

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମାଙ୍କ ଉପରେ ଅଛି ୪୬ ଲକ୍ଷ ଟଙ୍କାର କରଜ, ଜାଣନ୍ତୁ କେତେ ରହିଛି ସଂପତ୍ତି

ନୂଆଦିଲ୍ଲୀ: ରାଜସ୍ଥାନରେ ବିଜେପି ବିଧାନସଭା ପାର୍ଟି ବୈଠକରେ ଭଜନ ଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି। ୫୬ ବର୍ଷୀୟ ଭଜନ ଲାଲ ରାଜସ୍ଥାନର ସାନଗର ବିଧାନସଭା ଆସନରୁ ନିର୍ବାଚନରେ ​​ବିଜୟୀ ହୋଇଛନ୍ତି। ଭଜନ ଲାଲ ଶର୍ମାଙ୍କର ୧ କୋଟି ୫୦ ଲକ୍ଷ ଟଙ୍କା ସମ୍ପତ୍ତି ଏବଂ ୪୩ ଲକ୍ଷ ୬୦ ହଜାର ଟଙ୍କା ମୂଲ୍ୟର ଚଳନ ସମ୍ପତ୍ତି ରହିଛି।

ରାଜସ୍ଥାନର ଏହି ନୂତନ ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି। ଏହା ବ୍ୟତୀତ ଭଜନ ଲାଲ ୪୬ ଲକ୍ଷ ଟଙ୍କା କରଜ କରିଛନ୍ତି। ଭଜନ ଲାଲ ଶ୍ରୀ କୃଷ୍ଣ କହ୍ନେୟା ଆଣ୍ଡ କମ୍ପାନୀର ମାଲିକ ଅଟନ୍ତି ।

Get real time updates directly on you device, subscribe now.