fbpx
BJD SKY
BJD SKY

ଭୋଜପୁରୀ ଅଭିନେତ୍ରୀ ତ୍ରିଶାକର ମଧୁଙ୍କ MMS ଭିଡିଓ ଭାଇରାଲ, ରାଗରେ ଆସି କହିଲେ ଏପରି

BJD

ନୂଆଦିଲ୍ଲୀ: ଭୋଜପୁରୀର ହଟ୍ ଓ ବୋଲ୍ଡ ଅଭିନେତ୍ରୀ ଭାବେ ଚର୍ଚ୍ଚିତ ତ୍ରିଶାକର ମଧୁ ସର୍ବଦା ନିଜ ଭିଡିଓ ଗୀତକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ସେ ସୋସିଆଲ ମିଡିଆରେ ବି ଖୁବ ଆକ୍ଟିଭ ରହିଥାନ୍ତି । ଏଭଳି ପରିସ୍ଥିତିରେ ଅଭିନେତ୍ରୀ ପୁଣି ଥରେ ଏକ ଭିଡିଓକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ।

ତେବେ ତାଙ୍କର ସୋସିଆଲ ମିଡିଆଲରେ ଏକ MMS ଭିଡିଓ ଭାଇରାଲ ହୋଇଛି । ଭିଡିଓଟି ଭାଇରାଲ ହେବା ପରେ ଅଭିନେତ୍ରୀଙ୍କ ସମର୍ଥକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଏନେଇ ଖୋଦ୍ ଅଭିନେତ୍ରୀ ଲାଇଭ୍ ଆସି ନିଜ ମତ ରଖିଛନ୍ତି ।

ସୂଚନା ମୁତାବକ, ମଧୁଙ୍କ ଯେଉଁ ଏମଏମଏସ ଭିଡିଓ ଭାଇରାଲ ହେଉଛି, ସେଥିରେ ସେ କୌଣସି ଏକ ପୁରୁଷ ସହ ନଜର ଆସିଛନ୍ତି । ଭିଡିଓ ସାମ୍ନାକୁ ଆସିବା ପରେ ଅଭିନେତ୍ରୀଙ୍କୁ ସମସ୍ତେ ପ୍ରଶ୍ନ ପଚାରିଥିଲେ । ଭିଡିଓ ରେ କିଏ ବୋଲି ସମର୍ଥକମାନେ ପ୍ରଶ୍ନ କରିଥିଲେ । ଅଭିନେତ୍ରୀ ଜଣକ ଲାଇଭରେ ଆସି ଖୁବ ବର୍ଷିଥିଲେ ଓ ପ୍ରାଇଭଟ ଭିଡିଓକୁ ଭାଇରାଲ କରିବା ଉପରେ ସେ ନିନ୍ଦା କରିଥିଲେ । କହିଥିଲେ ଯେ, ‘ଉପରୱାଲା ସବୁ ଦେଖୁଛି । ତୁମ ଭଉଣୀର ବାହାଘର କରି ଚଉଠିରାତିିର ଭିଡିଓ ଭାଇରାଲ କଲେ ଭଲ ଲାଗିବ? ବିହାରରେ ଏତେ ବେକାର ଲୋକ ଅଛନ୍ତି, ମୋତେ ଜଣାନଥିଲା ।’

Get real time updates directly on you device, subscribe now.