fbpx
BJD SKY
BJD SKY

ହୋଲିରେ ରକ୍ତ ଛିଟା: କାର୍ଗିଲ ବସ୍ତରେ ଗ୍ୟାରେଜ ମାଲିକଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

BJD

ଭୁବନେଶ୍ୱର: ହୋଲିରେ ରାଜଧାନୀରେ ରକ୍ତର ଛିଟା । ଏୟାରପୋର୍ଟ ଥାନା କାର୍ଗିଲ ବସ୍ତିରେ ଗ୍ୟାରେଜ ମାଲିକଙ୍କୁ ଆକ୍ରମଣ । କାର୍ଗିଲ ବସ୍ତିରେ ଥିବା ହାପି ଗ୍ୟାରେଜ ମାଲିକ ଏବଂ ତାଙ୍କ ସହଯୋଗୀଙ୍କୁ ସଂଘବଦ୍ଧ ଆକ୍ରମଣ ।

ଗୁରୁତର ଯୁବକମାନେ ହେଲେ ଭୁବନେଶ୍ୱର ସୁନ୍ଦରପଦା କପିଳ ପ୍ରସାଦ ପାଲାମଣ୍ଡପ ଅଞ୍ଚଳର ବାଦଲ ସାହୁ, ରୋସନ ଜେନା ଏବଂ ଭୀମଟାଙ୍ଗୀ ଅଞ୍ଚଳର ଶଙ୍କିତ ରଥ । ଗୁରୁତରମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ଏକ ଘରେଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଖବର ପାଇ ଏୟାରପୋର୍ଟ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.