fbpx
BSKY
BJD MC SKY
BJD YOUTH SKY

୪ ସହରର ତାପମାତ୍ରା ଟପିଲା ୪୦ଂ: ପ୍ରଚଣ୍ଡ ଖରାରେ ଜଳୁଛି ସାରା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଦିନରେ ଅନୁଭୂତ ହେଉଛି ପ୍ରବଳ ଗରମ । ତେବେ ଶନିବାର ପୁଣି ପାରଦ ୪୦ଂ ଉପରେ ରହିଛି । ରାଜ୍ୟରେ ୪ ସହରର ତାପମାତ୍ରା ୪୦ଂ ଉପରେ ରହିଛି ।

ଟିଟିଲାଗଡ଼ ସର୍ବାଧିକ ତାପମାତ୍ର ୪୧ଂ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ବଲାଙ୍ଗିରରେ ୪୦.୫, ସୋନପୁର- ୪୦.୨, ବାରିପଦା-୪୦ଂ, କଟକ-୩୭ଂ, ଭୁବନେଶ୍ୱରର ତାପମାତ୍ରା ୩୭.୨ଂ ରହିଛି ।

Get real time updates directly on you device, subscribe now.