fbpx

ପୁଣି ୪ ଦିନ ବନ୍ଦ ହେଲା ଭୁବନେଶ୍ୱର ୟୁନିଟ୍-୧ SBI

ଭୁବନେଶ୍ୱର ୮|୪ (ଓଡିଶା ଭାସ୍କର) : ପୁଣି ୪ ଦିନ ବନ୍ଦ ହେଲା ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ SBI ମୁଖ୍ୟ ବ୍ରାଞ୍ଚ୍। ୨୫ରୁ ଅଧିକ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ପରେ BMC ପକ୍ଷରୁ ସିଲ୍ କରାଯାଇଛି । ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ SBI ମୁଖ୍ୟ ଶାଖା । ପୂର୍ବରୁ ବ୍ୟାଙ୍କର ୭ ଜଣ କର୍ମଚାରୀ କରୋନା ଚିହ୍ନଟ ହୋଇଥିବା ଯୋଗୁଁ ୨ ଦିନ ପାଇଁ BMC ତରଫରୁ ସିଲ୍ କରାଯାଇଥିଲା ।

Get real time updates directly on you device, subscribe now.