fbpx

ବିଧାୟିକାଙ୍କ ଘରେ ଭଙ୍ଗାରୁଜା, ବୋମା ମାଡ଼

ଖଲ୍ଲିକୋଟ ବିଧାୟିକାଙ୍କ ଘରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ । ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଭଡ଼ା ଘରେ ଦୁର୍ବୁତ୍ତଙ୍କ ଭଙ୍ଗାରୁଜା । ଖଲ୍ଲିକୋଟ ନିର୍ମଳଝର ନିକଟ ଭଡ଼ାଘରେ ଭଙ୍ଗାରୁଜା । ଘରେ କେହି ନଥିବାବେଳେ ବାହରେ ଭଙ୍ଗାରୁଜା କଲେ ଦୁର୍ବୁତ୍ତ । ନିଜ ଗାଁ କେଶପୁର ପାଟଣାସାହିରେ ସମର୍ଥକଙ୍କୁ ବୋମା ମାଡ଼ । ବିଧାୟକଙ୍କ ସମର୍ଥକଙ୍କ ଉପରକୁ ଏକାଧିକ ବୋମା ଫିଙ୍ଗିଥିବା ସୂଚନା । ବୋମାମାଡ଼ରେ ୪ ଗୁରୁତର ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି । ପୂର୍ବ ଶତ୍ରୁତାକୁ ନେଇ ଭଙ୍ଗାରୁଜା, ବୋମା ମାଡ଼ ସୂଚନା ।

Get real time updates directly on you device, subscribe now.