fbpx

ଘାଟିରୁ ଖସିଲା କାର୍: ୩ ମୃତ ୬ ଗୁରୁତର

କନ୍ଧମାଳ: ରାଇକିଆରେ ମର୍ମନ୍ତୁଦ ଦୁର୍ଘଟଣା । ଘାଟିରୁ ତଳକୁ ଖସିଲା କାର୍ । ଘାଟିରୁ ତଳକୁ କାର୍ ଖସି ୩ ଜଣକ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି । ରାଇକିଆ ଥାନା କରଡ଼ାଘାଟିରେ ୭୦ ଫୁଟ ତଳକୁ ଖସିଲା କାର୍ ।

ସୂଚନାଅନୁଯାୟୀ ରାଇକିଆ ଥାନା ଭାଲିଆପଡ଼ାର ୯ ଜଣ ଯୁବକ ପିକନିକ୍ ପାଇଁ ସୋରଡ଼ା ଦାନ୍ତଲିଙ୍ଗ ଯିବା ବାଟରେ ଘାଟି ନିକଟରେ ଘଟିଛି ଏହି ଦୁର୍ଘଟଣା । ସେପଟେ ଘଟଣା ସମ୍ବନ୍ଧରେ ସୂଚନା ପାଇଁ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲରେ ଭର୍ତ୍ତିକରାଯାଇଛି ।

Get real time updates directly on you device, subscribe now.