fbpx

Big Breaking: ପୋଲିସ-ମାଓବାଦୀ ଗୁଳି ବିନିମୟ

ବୌଦ୍ଧ: ପୁଣି ପୋଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟିଛି । ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁମ୍ପା ଜଙ୍ଗଲରେ ଏହି ଗୁଳି ବିନିମୟ ଘଟିଛି । ପୋଲିସର ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏପରି ଘଟିଥିବା କୁହାଯାଉଛି । ଏଥିରେ ଗୋଟିଏ ମାଓ କ୍ୟାମ୍ପ ଧ୍ୱଂସ ପାଇଛି । ୨୫ରୁ ୩୦ ମାଓବାଦ ଛତ୍ରଭଙ୍ଗ ଦେଇଛନ୍ତି । ଗୁଳି ବିନିମୟ ପରେ ଲ୍ୟାଣ୍ଡମାଇନ, ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।

Get real time updates directly on you device, subscribe now.