fbpx

BIG BREAKING…ଗୋଷ୍ଠୀ ସଂଘର୍ଷରୁ ତୁମୁଳ କାଣ୍ଡ; ଟ୍ରାକ୍ଟର ଚଢ଼ାଇ ଯୁବକଙ୍କୁ କଲେ ହତ୍ୟା

ଆଠଗଡ଼: ଖୁଣ୍ଟୁଣି ଥାନା ରାଧାକୃଷ୍ଣପୁର ଗାଁରେ ଗୋଷ୍ଠୀ ସଂଘର୍ଷରୁ ତୁମୁଳ କାଣ୍ଡ । ଟ୍ରାକ୍ଟର ଚଢ଼ାଇ ଯୁବକଙ୍କୁ ହତ୍ୟା ଅଭିଯୋଗ । ପୂର୍ବ ଶତ୍ରୁତା ଓ କମେଣ୍ଟ ମରାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଆକ୍ରମଣ ପରେ ଗୋଟିଏ ଗୋଷ୍ଠୀର ଘର ଓ ଗାଡ଼ି ଜାଳିଦେଲେ ଅପର ଗୋଷ୍ଠୀ । ଘଟଣା ସ୍ଥଳରେ ଅତିରିକ୍ତ ଏସ୍‌ପିଙ୍କ ସହ ପୋଲିସ ।

Get real time updates directly on you device, subscribe now.