କରୋନା କବଳରେ ଓଡ଼ିଶା! ରାଜ୍ୟରେ ଆଜି ୨୮ଜିଲ୍ଲାରୁ ସର୍ବାଧିକ ୧୫୯୪ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ
-
World 113,715,452
WorldConfirmed: 113,715,452Active: 21,938,658Recovered: 89,254,351Death: 2,522,443 -
USA 29,059,531
USAConfirmed: 29,059,531Active: 9,101,432Recovered: 19,437,119Death: 520,980 -
India 11,068,521
IndiaConfirmed: 11,068,521Active: 157,134Recovered: 10,754,497Death: 156,890 -
Brazil 10,393,886
BrazilConfirmed: 10,393,886Active: 818,529Recovered: 9,323,696Death: 251,661 -
Russia 4,223,186
RussiaConfirmed: 4,223,186Active: 354,496Recovered: 3,783,386Death: 85,304 -
UK 4,154,562
UKConfirmed: 4,154,562Active: 1,305,026Recovered: 2,727,466Death: 122,070 -
Italy 2,868,435
ItalyConfirmed: 2,868,435Active: 396,143Recovered: 2,375,318Death: 96,974 -
Turkey 2,674,766
TurkeyConfirmed: 2,674,766Active: 99,905Recovered: 2,546,503Death: 28,358 -
Germany 2,429,789
GermanyConfirmed: 2,429,789Active: 123,933Recovered: 2,235,700Death: 70,156 -
Pakistan 577,482
PakistanConfirmed: 577,482Active: 22,285Recovered: 542,393Death: 12,804 -
China 89,877
ChinaConfirmed: 89,877Active: 244Recovered: 84,997Death: 4,636
ଭୁବନେଶ୍ୱର, ୨୪ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୮ଜିଲ୍ଲାରୁ ସର୍ବାଧିକ ୧୫୯୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୬୭ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୫୨୭ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୯୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ଗଞ୍ଜାମରୁ ସର୍ବାଧିକ ୭୩୨, ଖୋର୍ଦ୍ଧାରୁ ୩୨୦, କଟକରୁ ୧୩୬, ଭଦ୍ରକରୁ ୬୦, ସୁନ୍ଦରଗଡ଼ରୁ ୫୬, ବୌଦ୍ଧରୁ ୪୧, କୋରାପୁଟରୁ ୩୩, ମୟୁରଭଞ୍ଜରୁ ୩୨, ପୁରୀରୁ ୩୦, ବାଲେଶ୍ୱରରୁ ୨୨, କେନ୍ଦୁଝରରୁ ୨୦, କନ୍ଧମାଳରୁ ୧୭, ସମ୍ବଲପୁରରୁ ୧୩, ନୟାଗଡ଼ରୁ ୧୦, ଅନୁଗୁଳରୁ ୧୦, ମାଲକାନଗିରିରୁ ୯, କେନ୍ଦ୍ରାପଡ଼ାରୁ ୯, ବରଗଡ଼ରୁ ୮, ଝାରସୁଗୁଡ଼ାରୁ ୮,ବଲାଙ୍ଗୀରରୁ ୬, ଯାଜପୁରରୁ ୫, ସୋନପୁରରୁ ୪, ଗଜପତିରୁ ୩, ଜଗତସିଂହପୁରରୁ ୩, ନବରଙ୍ଗପୁରରୁ ୩, ଢ଼େଙ୍କାନାଳରୁ ୨, ନୂଆପଡ଼ା ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 23rd July
New Positive Cases: 1594
In Quarantine: 1067
Local Contacts: 527(Details of local contacts will be shared by concerned District Administration)
District Wise Cases
1. Angul: 10
2. Balasore: 22
3. Bargarh: 8
4. Bhadrak: 60
5. Balangir: 6— I & PR Department, Odisha (@IPR_Odisha) July 24, 2020
22. Nawarangpur: 3
23. Nayagarh: 10
24. Nuapada: 1
25. Puri: 30
26. Sambalpur: 13
27. Sonepur: 4
28. Sundargarh: 56New Recoveries: 643
Cumulative Tested: 433578
Positive: 22693
Recovered: 14392
Active Cases: 8148— I & PR Department, Odisha (@IPR_Odisha) July 24, 2020
Comments are closed.