-
World 144,249,028
WorldConfirmed: 144,249,028Active: 18,475,543Recovered: 122,707,510Death: 3,065,975 -
USA 32,568,180
USAConfirmed: 32,568,180Active: 6,856,872Recovered: 25,128,415Death: 582,893 -
India 15,924,732
IndiaConfirmed: 15,924,732Active: 2,290,689Recovered: 13,449,371Death: 184,672 -
Brazil 14,050,885
BrazilConfirmed: 14,050,885Active: 1,110,666Recovered: 12,561,689Death: 378,530 -
Russia 4,727,125
RussiaConfirmed: 4,727,125Active: 267,546Recovered: 4,352,873Death: 106,706 -
Turkey 4,446,591
TurkeyConfirmed: 4,446,591Active: 565,274Recovered: 3,844,342Death: 36,975 -
UK 4,395,703
UKConfirmed: 4,395,703Active: 101,642Recovered: 4,166,734Death: 127,327 -
Italy 3,904,899
ItalyConfirmed: 3,904,899Active: 475,635Recovered: 3,311,267Death: 117,997 -
Germany 3,208,672
GermanyConfirmed: 3,208,672Active: 303,190Recovered: 2,824,100Death: 81,382 -
Pakistan 772,381
PakistanConfirmed: 772,381Active: 83,162Recovered: 672,619Death: 16,600 -
China 90,541
ChinaConfirmed: 90,541Active: 305Recovered: 85,600Death: 4,636
ମାଲକାନଗିରି 8/4: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ର ମୋଟୁ ଥାନା ଅନ୍ତର୍ଗତ କାଲିମେଳା -ମୋଟୁ 326 ନମ୍ବର ଜାତୀୟ ରାଜପଥ ମୁଖ୍ୟ ରାସ୍ତା ର କତାଗୁଡା ଗ୍ରାମ ନିକଟରେ ସଡକ ଦୁର୍ଘଟଣା ରେ ଜଣେ ବାଇକ ଆରୋହି ଙ୍କ ମତ୍ୟୁ ଘଟିଥିବା ଜଣା ପଡ଼ିଛି । ମୃତ୍ୟୁ ବ୍ୟକ୍ତି ଜଣକ ଏମ.ପି.ଭି -୮୧ ଗ୍ରାମର ଦୀନବନ୍ଧୁ ତରଫଦାର ବୋଲି ଜଣା ପଡ଼ିଛି ।ସୂଚନା ପାଇ ମୋଟୁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଙ୍କ ନିର୍ଦ୍ଧେଶ କ୍ରମେ ଏ.ଏସ.ଆଇ ବନମାଳୀ ପ୍ରଧାନ ଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଭଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବାଇକ କୁ ଓ ଦିନବନ୍ଧୁଙ୍କ ମୃତ ଦେହ କୁ ଜବତ କରିଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ଏ ନେଇ ମୋଟୁ ଥାନାରେ 35/2021 ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ଏସ.ଆଇ ନିମାଇ ଚରଣ ପଣ୍ଡା କହିଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ ଦିନବନ୍ଧୁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ରୁ ତାଙ୍କ ନିଜ ମୋଟର ସାଇକେଲ ରେ ନିଜ ଗ୍ରାମ ଏମ.ପି.ଭି ୮୧ ନମ୍ବର ଗ୍ରାମକୁ ଆସୁଥିବା ବେଳେ କତାଗୁଡା ଗ୍ରାମ ନିକଟରେ ଏକ ଗାଈକୁ ବାଇକ ଟି ପ୍ରଥମେ ଧକା ଦେବା ପରେ ବାଇକ ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଗୋଟିଏ ଗଛରେ ପିଟି ହେଉଥିଲା ।ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପ୍ରାଥମିକ ତଦନ୍ତ ରୁ ଜଣାପଡିଛି।