ନୂଆଦିଲ୍ଲୀ: ଅବିଶ୍ବାସ ଓ ଭୟର ବାତାବରଣ ପାଇଁ ପାକିସ୍ତାନ ଚେଷ୍ଟା କରୁଛି । ପାକିସ୍ତାନର ଉଦ୍ଦେଶ୍ୟମୂଳକ ମିଛ ଖବର ପ୍ରସାରଣ ଫାଶରେ ନ ପଡ଼ିବାକୁ ତାଗିଦ୍ ।
ଏ ନେଇ ପିଆଇବି ପକ୍ଷରୁ ଜାରି ହେଲା କଡ଼ା ନିର୍ଦ୍ଦେଶାବଳୀ ଜାରି ହୋଇଛି । ଏସମ୍ପର୍କିତ ସବୁ ଖବର ପ୍ରତି ସଚେତନ ଓ ସଜାଗ ରହିବାକୁ ତାଗିଦ୍ ।
ବିଶେଷ କରି ସାମ୍ପ୍ରତିକ ସ୍ଥିତି କିମ୍ବା ସେନା ନେଇ ଖବର ପ୍ରତି ସଜାଗ ରୁହନ୍ତୁ । ପିଆଇପିକୁ ହ୍ୱାର୍ଟ୍ସଆପ୍ ନଂ-୯୧ ୮୭୯୯୭୧୧୨୫୯ରେ ଜଣାଇବାକୁ ନିର୍ଦ୍ଦେଶ ।
ନଚେତ୍ ଇମେଲ୍ [email protected]ରେ ଜଣାଇବାକୁ କୁହାଯାଇଛି ।