fbpx

ବିଜେଡି ସଂସଦୀୟ ଦଳ ବୈଠକ ଆରମ୍ଭ

ଭୁବନେଶ୍ୱର,୨୮ ।୧(ଓଡିଶା ଭାସ୍କର): ନବୀନ ନିବାସରେ ବିଜେଡିର ସଂସଦୀୟ ଦଳ ବୈଠକ ଆରମ୍ଭ ହୋଇଯାଇଛି । ବିଜେଡି ସୁପ୍ରିମୋ ଅର୍ଥାତ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଛି ଏହି ସଂସଦୀୟ ବୈଠକ । ଏଥିରେ ଉଭୟ ରାଜ୍ୟସଭା ଓ ଲୋକସଭା ସାଂସଦ ଉପସ୍ଥିତ ରହିଛନ୍ତି । ବଜେଟ୍ ଅଧିବେଶନରେ କ’ଣ ଆଭିମୁଖ୍ୟ ରହିବ ସେନେଇ ବୈଠକରେ ଆଲୋଚନା ଚାଲିଛି ।  ରେଳ ପ୍ରକଳ୍ପ, ଆୟୁଷ୍ମାନ୍ ଭାରତ, ସିଏଏ, ଏନଆସିକୁ ନେଇ ଆଲୋଚନା ଆଲୋଚନା ହୋଇପାରେ । ଏହା ସହ କୋଇଲା ରୟାଲଟି, ଗ୍ରୀନ୍ ସେସ୍ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ ବୋଲି ଜଣାପଡିଛି ।

Get real time updates directly on you device, subscribe now.