fbpx

କ୍ୱାରେଣ୍ଟାଇନରେ ବିଜେଡ଼ି ବିଧାୟକ ଅମର ଶତପଥୀ

ଭୁବନେଶ୍ୱର, ୨୯ା୭(ଓଡ଼ିଶା ଭାସ୍କର): ବିଜେଡ଼ି ବିଧାୟକ ଅମର ଶତପଥୀଙ୍କ ସରକାରୀ ବାସଭବନରେ ପହଞ୍ଚିଛି କରୋନା । ବିଧାୟକଙ୍କ ପିଏସଓ, ଡ୍ରାଇଭର ଓ ଦୁଇ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ନେଇ ସୂଚନା ରହିଛି । ତେଣୁ ବିଧାୟକ ଅମର ଶତପଥୀ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି ।

Get real time updates directly on you device, subscribe now.