fbpx

୨୬ରେ ପାଳନ ହେବ ବିଜେଡ଼ି ପ୍ରତିଷ୍ଠା ଦିବସ

ଭୁବନେଶ୍ୱର, ୧୯ା୧୨(ଓଡ଼ିଶା ଭାସ୍କର): ଆସନ୍ତା ୨୬ ତାରିଖ ଦିନ ପାଳିତ ହେବ ବିଜେଡ଼ି ପ୍ରତିଷ୍ଠା ଦିବସ । ବିଜେଡ଼ି ପ୍ରତିଷ୍ଠା ଦିବସରେ ରାଜ୍ୟବ୍ୟାପୀ ବିଭିନ୍ନ ଜାଗାରେ କାର୍ଯ୍ୟକ୍ରମ ପାଳନ କରାଯିବ । ସରକାରୀ ଯୋଜନା ନେଇ ଲୋକଙ୍କ ମଧ୍ୟରେ ସଚେତନତା ମଧ୍ୟ କରାଯିବ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.